odiapk.in
ODISHA'S ROCKING MOBILE SITE
Top Downloads Odia Film
Abhay Odia Movie Song | Sister Sridevi Odia Movie Song | Mu Khanti Odia Jhia Song | Suna Pila Tike Screw Dhila mp3 Song
Odia Dhoka Shayari
ENJOY NEW LATEST SMS

>Dont Forget to Vote the SMS

1:- Post By: Admin(22.01 12:55)

ଆଇନାରେ ଦେଖିଛି ଚେହେରାକୁ ମୋର ।
ଯେତିକି ସୁଂଦର ତମେ ଚାହୁଁଥିଲ :
ନୁହେଁ ମୋ' ଚେହେରା ସେତିକି ସୁଂଦର ।
ମୁଁ ଜହ୍ନ ଥିଲାବେଳେ
ମୋ' କଳକଂ ହିଁ ଦିଶୁଥିଲା ତମ ଆଖିରେ;
ତେଣୁ ମୁଁ ବାଛିନେଲି ,
ଛୋଚିଆ ଦୀପ ପରି ଘର କୋଣେ ଚୁପଚାପ ଜଳିବାକୂ
ତମ ସୃତିର ସରୁ ସଳିତା-ଶିଖାରେ ।
ଯାହାଯାହା ନାହିଁ ବୋଲି
ଚାଲିଗଲ ସେଦିନ ମୋତେ ପିଠି ଦେଖାଇ :
ଆଜି ସେ ସବୁ ମୋ' ପାଖେ ବି ଅଛି :
ହେଲେ, ମନ ଚାହୁଁଥିବା ମଣିଷହିଁ ଆଖି ଆଗେ ନାହିଁ ।
ତମଠୁ ମିଳିଥିବା ଚେନାଏ ପ୍ରେମକୁ ଗଣ୍ଠି ଧନ ଭାବି
ମନର ପୁରୁଣା ସିଂଦୁକରେ ସମସ୍ତଂକଠୁ ଲୁଚାଇ ରଖୁଥିଲି ।
ତମର କାଲିର ଝିଲିମିଲି ରୂପସୀ ଚେହେରା
ଆଜି ତମ ନିଜ ଆଖିର ଆଇନାରେ ହିଁ
କେଡେ ଲଚାକଚା ଦିଶିବାକୁ ଲାଗିଲାଣି !
ମୁଁ କିନ୍ତୁ , ଭାବନା ଆଉ ମୁହଁକୁ ନ ବଦଲାଇ
ତମଠୁ ଅଧିକ କଅଁଳିଆ ହୃଦୟଟିଏ
ମୁଁ ମୋ' ନିଜ ଭିତରେ ତିଆରି କରି ପାରିଛି ।

I Like it |69% like (1816 votes)
.
2:- Post By: Admin(23.09 19:16)

Kemiti Kemiti laguchi mote Katha ki panira gara,
Jemiti Semiti bhabile ki heba Bujhi Hue Aakhi Thara
I Like it |67% like (1019 votes)
.
3:- Post By: Admin(23.09 19:15)

ଫୁଲ ଟିଏ ବୋଳି ଭାବି ଥିଲି ମୁହିଁ କଣ୍ଟା ତୁଇ ହୋଇଗଲୁ ॥
ହୃଦୟ ଅଛି ବୋଲି ଭଳପାଇଥିଲି ହୃଦୟ ମୋ ଭାଙ୍ଗି ଦେଲୁ ॥
ମାୟାବିନୀ ପ୍ରେମିକା ବୋଲି ଜାଣିନଥିଲି. ତୋତେ ଭଲପାଇ ସବୁ ଠୁ ମୁଁ ବଡ ଭୂଳ କଳି ॥
I Like it |69% like (1260 votes)
.
4:- Post By: Admin(23.09 19:15)

ମନ ମୋର ଅଟେ କାଚ ଘର ପରି ଭାଙ୍ଗି କରି ଦେଳୁ ଚୂନା ,
ସ୍ବପ୍ନ ଦେଖେଇ ତୁ ନିଦ ଭାଙ୍ଗି ଦେଲୁ ଛାତିରେ ମାରିଳୁ ଛୁରା ॥
ପବିତ୍ର ପ୍ରେମକୁ ଅପବିତ୍ର କଲୁ ଦେଇ କରି ମୋତେ ଧୋକା ॥
I Like it |66% like (1101 votes)
.
5:- Post By: Admin(23.09 19:15)

ପ୍ରେମ ସାଗରେ ମୁ ବୁଡି ଯାଉ ଅଛି ବଞ୍ଚି ବାର ଅଶା ନାହିଁ ।
କଥାଦେଇ ଆଯି ଭୁଳି ଯାଇ ଅଛି ମୋ ମନର ମନସି ପିୟା ।
ହୃଦୟକୁ ମୋର ଚିହ୍ନିପାରିଲାନି ଦେଇଦେଲା ମୋତେ ଧୋକା ।
ଭୁଳିଗଲା ବୋଲି ଦୁଖ ନାହିଁ ଜମା ବୁଝେଇ ଦେଇଛି ଅବୁଝା ମନକୁ ମୋର ।
ମରୁ ମରୁ ଯଦି କାଳେ ବଞ୍ଚିଯିବି ବିଷ ଦେଇ ମାରି ଦେବୁ, ଏତିକି ମୋ ଆଶା ॥
I Like it |65% like (1481 votes)
.

Page: Prev.Next.>>..1

Tags- Oriya Dhoka Bewafa Shayari Sma - Oriya Shayari Collection Oriya Bewafa Dhoka Shayari 2015 Dhoka - Odisha SMS Odia SMS, Odia Shayari, Odia Sayeri odia dhoka image odia dhoka ringtone odia dhoka song mp3 download dosti mein dhoka shayari dhoka shayari odia 140 dhoka shayari in english odia dhoka video odia dhoka dj song
Popular Odia Music Video Category
New Odia Film Songs
Odia New Film HD Video
New Odia Dj Song
Odia Mp3 Song HD Video all collection
Odia Album Mp3 Songs HD Video
Sambalpuri all Mp3 Songs HD Video
Papu Pom Pom Odia Comedy Video
Upcoming Odia Film HD Video
Suna Pila Tike Screw Dhila Video |Mu Khanti Odia Jhia Video | Abhaya Odia Movie HD Video | Sister Sridevi HD Video
Disclaimer | Contact Us
© OdiaPk.In 2016
All Rights Reserved
New Odia Dj Mix 2017

:=:

Hindi Song
Download Android App for Free
IMO  Android Games  UC Browser  more